ବିଧାୟକ ବିଧାୟକ ମଧ୍ୟରେ ପିଟାପିଟି

କର୍ଣ୍ଣାଟକରେ କଂଗ୍ରେସ ସଙ୍କଟ ବଢିବାରେ ଲାଗିଛି । ଦଳର ୪ ଜଣ ଅସନ୍ତୁଷ୍ଟ ବିଧାୟକଙ୍କୁ ନେଇ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ଏହା ପରେ ଅନ୍ୟ ବିଧାୟକଙ୍କୁ ବେଙ୍ଗାଲୁରୁର ଏକ ହୋଟେଲରେ ରଖାଯାଇଛି । ହୋଟେଲରେ ଦୁଇ ବିଧାୟକଙ୍କ ମଧ୍ୟରେ ମାରପିଟ ହୋଇଛି । ବିଧାୟକ ଜେ.ଏନ.ଗଣେଶଙ୍କ ଆକ୍ରମଣରେ ଅନ୍ୟ ଜଣେ ବିଧାୟକ ଆନନ୍ଦ ସିଂହ ଆହତ ହୋଇଛନ୍ତି ।

Leave a comment