ODISHA NEWS- 4568 – IPL ର ଯୁବଖେଳାଳୀ ରସବ କୁମାର ପଂଥ ଏବେ ଚର୍ଚ୍ଚା ରେ ଅଛନ୍ତି | ଏହିଚର୍ଚ୍ଚା IPL ରେ ଥାଙ୍କ ବ୍ୟାଟିଂଙ୍ଗ ରେ ସେ ଖେଳପ୍ରେମୀଙ୍କ ମନକୁ ଜିତିବାରେ ସଫଳ ହୋଇଥିଲେ ହେଲେ ଏଥର ବ୍ୟାଟିଂ କିମ୍ବା କିପିଂକୁ ନେଇ ନୁହେଁ ଏବେ ପ୍ରେମକୁ ନେଇ ସେ ଚର୍ଚ୍ଚାରେ । ରିଷଭ୍ ପନ୍ଥ ନିଜ ପ୍ରେମିକା ଈଶା ନେଗୀଙ୍କ ଫଟୋକୁ ସୋସିଆଲ୍ ମିଡ଼ିଆରେ ସେୟାର୍ କରିଥିବା ବେଳେ ପ୍ରଶଂସକ ମହଲରେ ଏହାକୁ ନେଇ ଉକ୍ରଣ୍ଠା ଦେଖିବାକୁ ମିଳିଛି । ଫଟୋ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ଲେଖିଛନ୍ତି, ମୁଁ ତୁମକୁ ଖୁସି ରଖିବାକୁ ଚାହେଁ, ତମେ ମୋର ଖୁସିର କାରଣ । ସେହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ପ୍ରେମିକା ଈଶାଙ୍କ କଲେ ଫଟୋ ସେୟାର୍ । ପ୍ରେମିକାଙ୍କ ବାହୁ ବନ୍ଧନରେ ନଜର ଆସିଲେ ଯୁବ କ୍ରିକେଟର ରିଷଭ । ଗର୍ଲଫ୍ରେଣ୍ଡକୁ ଆଲିଙ୍ଗନ କରିଥିବା ଏକ ଫୋଟୋ ସୋସିଆଲମିଡ଼ିଆ ରେ ଭାଇରଲ ହେବାରଲାଗିଛି ……ଆଗକୁ ଦେଖାଯାଉ ଏ ଭଲପାଈବା ଆଗକୁ କଉ ମୋଡ଼ନେଉଛି
