ନକଲି IAS ଓ ବିଧାୟକଙ୍କ ସମ୍ପର୍କ ……….

 ODISHA NEWS – ANGUL  – 2019 ନିର୍ବାଚନ ଆସୁଥିବା ସମୟରେ ନେତାଙ୍କ ଗୁମର ବାହାରିବାରେ ଲାଗିଛି |ସେହିପରି ତାଳଚେର ଲୋକପ୍ରିୟ  ବିଧାୟକ -ଶ୍ରୀଯୁକ୍ତ ବ୍ରଜକିଶ୍ୱର ପ୍ରଧାନ ଙ୍କ ସଂମ୍ପର୍କ ଜଣେ ନକଲି IAS ସହିତରହିଛି ତାଙ୍କର ଏହି ଫୋଟୋ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି   |ତେବେ ପ୍ରଶ୍ନ ଉଠୁଛି ସାଧାରଣ ଲୋକଙ୍କୁ ଭୁଆଁବୁଲାଉଥିବା 420 ସୂଯ୍ୟକାନ୍ତ ଦେହୁରୀ  ସହିତ ତାଳଚେର ବିଧାୟକ ବ୍ରଜ ଙ୍କ ସହିତ କି ….? ସମ୍ପର୍କ ରହିଛି ଏହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି |ବିଶେସସୁତ୍ର ରୁ ଜଣାପଡିଛିଯେ ବିଧାୟକଙ୍କ ପାଖରେ  ସୋସିଆଲ ମିଡ଼ିଆ ଭାବେ କାମକରୁଛନ୍ତି ସୂଯ୍ୟକାନ୍ତ ମାସକୁ ପ୍ରାୟ 20000 ଟଙ୍କା ଦରମା ମଧ୍ୟ୍ୟ ପାଉଛି ……ସୂଯ୍ୟକାନ୍ତ 2013 ମସିହାରେ ଅନୁଗୁଳ ରେ ଗିରଫ ହୋଇଥିଲା …..ସେ ଏବେ ପଳାତକ ହୋଇ ଆନ୍ଦ୍ରପ୍ରଦେଶ ରେ ରହୁଛନ୍ତି ସେ ତାଳଚେର ଆସିଲେ ବିଧାୟକଙ୍କ ଘରେ ରୁହନ୍ତି ତାଙ୍କସହ ତାଙ୍କ ଗାଡ଼ିରେ ବୁଲନ୍ତି …….ଏହିସବୁ ପ୍ରମାଣ ରୁ ଜଣାପଡୁଛି 420 ସହ ବ୍ରଜଙ୍କ ସଂପର୍କ କଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି …..?

Leave a comment