ତାଳଚେର କୁ ସ୍ୱତନ୍ତ୍ରଜିଲ୍ଳା କରିବାପାଇଁ ତାଳଚେର ଓକିଲ ସଂଘର ଗୁରୁତ୍ୱପୂର୍ଣ ବୈଠକ….

ODISHA NEWS- TALCHER\890 -ଆଜି ତାଳଚେର ଓକିଲ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଛି ତାଳଚେର ଓ ପାଲହଡାକୁ ନେଇ ଏକ ସ୍ୱତନ୍ତ୍ର ଜିଲ୍ଲାଘୋଷଣା ପାଇଁ ଏହି ବୈଠକରେ ଆଲୋଚନା  ହୋଇଥିଲା |  ତାଳଚେର ରୁ ରାଜ୍ୟ ଓ କେନ୍ଦ୍ରସରକାର ହଜାରହଜାର କୋଟିକୋଟି ଟଙ୍କା ରାଜସ୍ୱ ନେଉଛନ୍ତି  ଏଠାରେ ବଡ ବଡ ଶିଳ୍ପଅନୁଷ୍ଠାନ ବି  ଅଛି  ଏହିଦୁଷ୍ଟିରୁ ତାଳଚେର କୁ ଏକ ସ୍ୱତନ୍ତ୍ର ଜିଲ୍ଲା ଘେଷଣା କରିବା ପାଇଁ ଓକିଲ ସଂଘର ସଭାପତି ଶ୍ରୀଯୁକ୍ତ ଦୟାସାଗର ମିଶ୍ର କହିଛନ୍ତି | ତାଳଚେର କୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା ନକରାଗଲେ  ଓକିଲ ସଂଘ ତରଫରୁ ବଡ ଆନ୍ଦୋଳନ କରାଯିବ ବୋଲି ଶ୍ରୀଯୁକ୍ତ ମିଶ୍ର କହିଛନ୍ତି …..

Leave a comment