ODISHA NEWS – WB –
ମମତା ବାନାର୍ଜୀଙ୍କ ନେତୃତ୍ୱରେ ଏକାଠି ହେଉଛନ୍ତି ମୋଦୀ ବିରୋଧୀ ଦଳ । କୋଲକାତାରେ ଶକ୍ତି ପ୍ରଦର୍ଶନ କରିବେ ୨୦ଟି ରାଜନୈତିକ ଦଳର ନେତା । ପ୍ରୋଗ୍ରେସିଭ୍, ଷ୍ଟ୍ରଙ୍ଗ ଓ ୟୁନାଇଟେଡ ଇଣ୍ଡିଆର ଆହ୍ୱାନ ଦେଇ ମମତାଙ୍କ ନେତୃତ୍ୱରେ ସମାବେଶରେ ସାମିଲ ହେବେ ମୋଦି ବିରୋଧୀ । କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଏହି ସମାବେଶର ଆୟୋଜନ କରାଯାଇଛି ।
