ODISHA NEWS- BHUBNESWAR
ଚାପରେ ଅଛନ୍ତି ଦୁଇ ଟାଣୁଆ ବିଧାୟକ ଏହି ଘଟଣାଟି ଏଥିପାଇଁ କୁହାଯାଉଛି ନିକଟରେ ଆପଣ ମାନେ ଦେଖିଥିବେ କାୖଭଳି ଭାବରେ ନବ ଦାସ କଂଗ୍ରେସ ଛାଡି ବିଜେଡି ମିଶିବାକୁ ଯାଉଛନ୍ତି ଏପାଖେ ବାହୁବଳୀ ବିଧାୟକ ସନାତନ ମହାକୁଡ଼ ବି ନିଜେ ଗଠନକରିଥିବା ” JANA SAMRUDHI PARTY ” ର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି | ତେଣୁ ଏହାଦେଖି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଊଛିଯେ ସନା ଓ ନବ ଙ୍କ ଉପରେ ବିଜୁ ଜନତାଦଳ ର ଛାପପଡୁଛି ବୋଲି ଦେଖାଯାଉଛି …..ଆଗକୁ ରାଜ୍ୟରଜନୀତିର ପାଣି ପାଗ କୁଆଡେ ଯାଉଛି କଣ କହୁଛି ଏହା ଦେଖିବାର ଅଛି ……?
