କେଜିଏଫ୍ ସୁପରଷ୍ଟାର ୟଶଙ୍କ ଫ୍ୟାନ ନିଜ ଦେହରେ ଲଗାଇଦେଲେ ନିଆଁ …..


ODISHA NEWS – KARNATAKକନ୍ନଡ ସିନେମାର ଅଭିନେତା ତଥା କେଜିଏଫ୍ ଅଭିନେତା ୟଶଙ୍କ ଜଣେ ସୁପର୍ ଫ୍ୟାନ ନିଜ ଦେହରେ ନିଆଁ ଲଗାଇଦେଇଛନ୍ତି । ରବି ନିଜ ସାଙ୍ଗ ସାଥୀଙ୍କ ସହ ୟଶଙ୍କ ଜନ୍ମଦିନ(୮ ଜାନୁୟାରୀ)ର ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ଘର ସାମନାକୁ ପହଂଚିଗଲେ । ସେଇଠି ରବିଙ୍କୁ ୟଶଙ୍କ ସହ ଭେଟ ହେବାକୁ ଦିଆଗଲାନି ଓ ଏମିତିରେ ଫ୍ୟାନ ଜଣକ ୟଶଙ୍କ ଘର ସମାନାରେ ନିଜ ଦେହରେ ନିଆଁ ଲଗାଇଦେଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

Leave a comment