ODISHA NEWS– BHUBNESWAR
କଂଗ୍ରେସ ର ଵ୍ୟାକପ ପ୍ଲାନ……ରାଜ୍ୟରଜନୀତି ସରଗରମ ଥିବାବେଳେ କଂଗ୍ରେସ ଵ୍ୟାକପ ପ୍ଲାନ କରିଛି….ଏହି ଵ୍ୟାକପ ପ୍ଲାନ ର ମାଷ୍ଟରଷ୍ଟୋକ ଖେଳିଛନ୍ତି କଂଗ୍ରେସ ର ରାଜ୍ୟ ସଭାପତି,ନିରଂଜନ ପଟନାୟକ | ନିରଂଜନ ଏବେ ଆକ୍ସନ ମୁଡ଼ ରେ ଅଛନ୍ତି ପୂରୁନା ଷ୍ଟାଇଲ ରେ ଗୋଟିଗୋଟି କରି ବିଶୁଙ୍ଖଳାକାରୀ କୁ ବିଦାୟକରୁଛନ୍ତି | ଏହା ଦେଖି ରାଜ୍ୟରଜନୀତି ରେ ଚର୍ଚ୍ଚା ହେଉଛି ଜେ ନାଵ ଦାସ ଓ ଯୋଗେନ୍ଦ୍ର ଙ୍କ ପରେ ଏବେ କାହା ପାଳି | ଏପଟେ ନିରଂଜନ କହିଛନ୍ତି ଦଳ ବୋରୋଧରେ ଯିଏ ବାହାରେ ମନ୍ତବ୍ୟଦବ ତାକୁ ଦଳ ଆଗାମୀ ସାଧାରଣ ନିର୍ବାଚନରେ ଟିକେଟ ଦେବନାହିଁ ……. ଆଗକୁ ଦେଖିବାକୁଅଛି କଂଗ୍ରେସ ରୁ ଆଉ କଉନେତା ବିଦୟାନେଉଛନ୍ତି ……
